(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଲଘୁଚାପ ଲଗାଣ ବର୍ଷାରେ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ । ବର୍ଷା ହେବା ଫଳରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ହିଞ୍ଜିଳି ବ୍ଲକ ଖଣ୍ଡରା ଗ୍ରାମରେ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିଛି ଯାହା ଫଳରେ ରହିବା ଖାଇବା ଅସୁବିଧା ହେଉଛି କ୍ଷ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲେ ମଧ୍ୟ ଏପର୍ୟ୍ୟନ୍ତ ସରପଞ୍ଚ କି ସମିତି ସଭ୍ୟ କିଏ ବି ତାଙ୍କ ଦୁଃଖ ଶୁଣିନଥିବା ସେ କହିଛନ୍ତି ଉଷବଙ୍କୟଷଙ୍କକ୍ସସ କ୍ଷ ସରକାରଙ୍କ ଦ୍ଵାରା ମିଳୁଥିବା ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି କ୍ଷ ସେହିପରି ହିଞ୍ଜିଳିକାଟୁ ପୌରଞ୍ଚଳର ୱାର୍ଡ ନଂ ୧୫ ର ହରି ବେହେରାଙ୍କ ଘରର ଆଜବେଷ୍ଟ ଟିଣ ଓ ମାଟି ବାଡ଼ଟି ସମ୍ପୂର୍ଣ ଭାଙ୍ଗି ଯାଇଛି କ୍ଷ ସେମାନଙ୍କୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।