ଲଘୁଚାପ ଲଗାଣ ବର୍ଷାରେ ୫୯ନଂ ଜାତୀୟ ରାଜପଥର ବିଭୀଷିକା ଦୃଶ୍ୟ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଲଘୁଚାପ ଜନିତ ଲଗାଣ ବର୍ଷା ଗଞ୍ଜାମ ଜିଲ୍ଲାରେ ବିଶେଷ ପ୍ରଭାବ ପକାଇଛି ।
ହିଞ୍ଜିଳି ଅଞ୍ଚଳର ରାମଚନ୍ଦ୍ରପୁର ନିକଟରେ ଥିବା୫୯ନଂ ଜାତୀୟ ରାଜପଥ ଉପରେ ୪ ଫୁଟ ଉଚ୍ଚ ବର୍ଷା ଜଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ୫୯ନଂ ଜାତୀୟ ରାଜପଥ ରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ଆସିକା ବ୍ରହ୍ମପୁରର ଏକମାତ୍ର ଯାତାୟାତ ପଥ ହୋଇଥିବାରୁ ଗାଡି ଚଳାଚଳ ଏକପ୍ରକାର ବାଧାପ୍ରାପ୍ତ ହୋଇଛି କ୍ଷ ଲଗାଣ ବର୍ଷାରେ ଅନେକ ଚାଷଜମି ନଷ୍ଟ ମଧ୍ୟ ହୋଇଛି ।