୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଗଲା ଓଡିଶା By Reporters Today Bureau On Aug 26, 2020 Share ଭୁବନେଶ୍ୱର: ଆଜି ପୋକରିପୁଟଠାରେ ଥିବା ଆକାଂକ୍ଷା ଅରବାନ ହଷ୍ଟେଲରେ ଏକ ୫୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି । ମୁଖ୍ୟତଃ ଲକ୍ଷଣ ନ ଥିବା ଓ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୁକ୍ତ ଆଇସୋଲେସନ ଫାସିଲିଟି ଯୋଗାଇ ଦେବା ଲକ୍ଷ୍ୟରେ ଏହି କୋଭିଡ କେୟାର ସେଣ୍ଟର ଖୋଲାଯାଇଛି । bbsrOdishareporterstoday Share FacebookTwitterGoogle+ReddItWhatsAppPinterestEmail