ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କାଳରେ ରାଜ୍ୟସରକାର ଅର୍ଥିକ ଅନଟନ ଦେଇ ଗତିକରୁଛନ୍ତି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୨ ଲକ୍ଷ ଠିକା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ସ୍ତରରେ ଅସନ୍ତୋଷ ଦେଖା ଦେଉଥିବା ବେଳେ କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସରକାରକୁ ଏହି ନିଷ୍ପତ୍ତିରୁ ଓହରି ଯିବାକୁ ଅନୁରୋଧ କରିଛନ୍ତି । ଏହି ଅନୁରୋଧ ଅବସରରେ ସେ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣ କହିଛନ୍ତି ଆସନ୍ତୁ ଦେଖିବା ।