(ଦିଲ୍ଲୀପ ସାହୁ /ଜଗତସିଂହପୁର): ମଣିଷ ଜୀବନ ପାଣି ଫଟକା ନୀମିସକ ମଧ୍ୟରେ ଧୂଳିସାତ ହୋଇଯାଏ । ସବୁ ସ୍ବପ୍ନ ଏମିତି ଦୃରଦୀନ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳ ଗ୍ରାମ ସୁସିଲ୍ ସାମନ୍ତରାୟଙ୍କ ଜୀବନରେ ଇଲେକ୍ଟ୍ରି ମେକାନିକ ଭାବେ କାର୍ୟ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ସୁସିଲଙ୍କ ୨ଟି କିଡନୀ ଫେଲ୍ ହୋଇଯାଇଛି । ଅର୍ଥ ଅଭାବରୁ ସେ ଚିକିତ୍ସା କରିପାରୁନାହାନ୍ତି ।
ଏ ହେଉଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳ ଗ୍ରାମର ଦୃଶ୍ୟ ଆଉ ଖଟିଆରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ଯୁବକ ହେଉଛନ୍ତି ସୁସିଲ୍ ସାମନ୍ତରାୟ ୨ଟି କିଡନୀ ନଷ୍ଟ ହୋଇଯିବାରୁ ସୁସିଲ୍ ଏବେ ସଯ୍ୟାସାଇ ଅର୍ଥ ଅଭାବରୁ ତାଙ୍କର ଏବେ ଚିକିତ୍ସା କରାଯାଇ ପାରୁନାହିଁ ଦିନଥିଲା ସୁସିଲ୍ ସୁସିଲ୍ ଇଲେକ୍ଟ୍ରି ମେକାନିକଭାବେ କାର୍ୟ୍ୟ କରି ଜାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ପରୀବାର କଷ୍ଟେ ମଷ୍ଟେ ଚଳିଜାଉଥିଲା ଏବେ ରୋଜଗାରିଆ ପୁଅ ରୋଗରେ ପଡିବାରୁ ସାହାଯ୍ୟ ପାଇଁ ପରୀବାର ଲୋକେ ନିବେଦନ କରିଛନ୍ତି । ଆର୍ଥିକ ଅନଟନ ଯୋଗୁଁ ସୁସିଲ୍ ମେଡିକାଲ ଯାଇପାରୁ ନାହାନ୍ତି ଏହି ଦୁଃଖଦ ଖବର ପାଇ କିଛି ସେଛାସେବି ସଙ୍ଗଠନ ସହଜୋଗର ହାତ ବଢ଼ାଇଛନ୍ତି । ସୁସିଲର ଦୁଃଖ ବିଷୟରେ ଜିଲ୍ଲା ତଥା ବ୍ଲକ୍ ପ୍ରଶାସନକୁ ଲିଖିତ ଆକାରରେ ଜଣାଇଛନ୍ତି ଜଦି ସରକାରୀ ସହାୟତା କିଛି ମିଳେ ସୁସିଲ୍ ଆରୋଗ୍ୟ ହୋଇପାରନ୍ତେ ।