(ଏସ.କେ ମୋହୀନୁଲ ହକ୍): ପୁରୀ, ବାଲେଶ୍ୱର ଓ ଭଦ୍ରକରେ ସାମ୍ବାଦିକଙ୍କ ପ୍ରତୀ ହୋଇଥିବା ଅନ୍ୟାୟ ପ୍ରତିବାଦରେ ସମସ୍ତ ସଂଘ ତରଫରୁ ଓଡ଼଼ିଶାରେ କଳାଦିବସ ପାଳନ କରାଯାଇଛି । ଚିଲିକା ପ୍ରେସକ୍ଲବ ଦ୍ୱାରା ଏହାର ଅନରୂପ କାର୍ଯ୍ୟକ୍ରମ ଜାରିି ରହିବା ସହ କଳାବ୍ୟାଚ ପରିିଧାନ କରି ସହର ପରିକ୍ରମା କରାଯାଇଛି । ପ୍ରେସକ୍ଲବର ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃିତ୍ୱରେ ସ୍ଥାନୀୟ ଏସ.ଡ଼ି.ପି.ଓ ଙ୍କୁ ନିନ୍ଦା ପ୍ରସ୍ତାବ ପ୍ରଦାନ କରାଯାଇଛି । ଉକ୍ତ ଆନ୍ଦୋଳନରେ ବାଲୁଗାଁ, ବାଣପୁର ଓ ନାଚୁଣୀର ସମସ୍ତ ସାମ୍ବାଦିକ ଊପସ୍ଥିିିତ ଥିଲେ ।