ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ

( ମମତା ସାମଲ): ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ-NSG । ଆଜି ଘଝଏର ତିନି ଜଣିଆ ଟିମ୍ ଏନେଇ ପୁରୀ ଆସିବେ । କାଲି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ଏନ୍ଏସ୍ଜିଟିମ୍ ଯାଞ୍ଚ କରିବେ ।

ମନ୍ଦିର ଭିତର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ କରିବେ ଟିମ୍ । ଏନେଇ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୭ ଅଗଷ୍ଟ ମାସରେ ମଧ୍ୟ ସମାନ ଭାବେ ଶ୍ରୀମନ୍ଦିରର ଯାଞ୍ଚ ହୋଇଥିଲା ।