ଝୁଲନ୍ତ। ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

(ହରିଶ ଚନ୍ଦ୍ର ଦାସ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକର ଖମାର ଥାନା ଅନ୍ତର୍ଗତ ବାଲିପଶି ଗ୍ରାମ ୧୪୯ ନଂ ଜାତୀୟ ରାଜପଥ କଡରେ ଥିବା ଏକ ଗଛରେ ଯୁବକଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ମୃତକ ହେଲେ ବାରକୋଟ ଥାନା ବମ୍ପରଡା ଗାଁର ବୋଲି ଜଣାପଡିଛି । ଯୁବକ ଜଣକ ଗଛରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।