କଳାହାଣ୍ଡି: କାଲିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ । ବିକାଶର ଅନୁଧ୍ୟାନ କରିବା ସହ ସହିତ ଆଲୋଚନା କରି ଲୋକଙ୍କ ସମସ୍ୟାର ସମାଧାନ କରିବେ । 5T ସଚିବ ୧୩ଟି ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ବିଭିନ୍ନ ଧାର୍ମିକ ପୀଠର ଉନ୍ନତିକରଣ ସହିତ ଖେଳ ପଡ଼ିଆ, ରାସ୍ତା, ଜଳସେଚନ ପ୍ରକଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ କରିବେ ।ଏଥିସହ ଜିଲ୍ଲାର ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।