ପୁରୀ ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ । ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି 5T ସଚିବ । ସୂଚନାନୁସାରେ, ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିର ଭିତରେ ରହିଥିଲେ । ଏହି ସମୟରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ବେଢା ପରିକ୍ରମା କରି ଅନ୍ୟାନ୍ୟ ଠାକୁରଙ୍କୁ ଦର୍ଶନ କରିଥିଲେ।