ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ହଟିଲା 5T ଚାର୍ଟର । କ,ଖ,ଗ ବିର୍ଗର କର୍ମଚାରୀଙ୍କ ଉପରୁ 5T ହଟିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସବୁ ବିଭାଗ ସଚିବକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ । ସରକାରୀ କର୍ମଜାରୀଙ୍କ ପଦୋନ୍ନତିରେ 5T ଚାର୍ଟର, ମୋ ସରକାରର ମୂଲ୍ୟାଙ୍କନ ଅନାବଶ୍ୟକ । କର୍ମଚାରୀଙ୍କ ଦକ୍ଷ ପଦୋନ୍ନତି ପାଇଁ ଜରୁରୀ ନୁହେଁ 5T ।