ଭୁଶୁଡିଲା 5ଟି ବିଦ୍ୟାଳୟ ଛାତ, ୩ ଶିକ୍ଷକ ଗୁରୁତର ଓଡିଶାଶିକ୍ଷା By Chinmayee Swain On Jul 19, 2023 Share (ଅସ୍ତରଙ୍ଗ ଆର୍ଯ୍ୟ ବିଶ୍ୱାଳ ):-ଅସ୍ତରଙ୍ଗ ବ୍ଲକ ତାଳଦା ଦୀପାଞ୍ଚଳର ପଢ଼ିଆରୀ ବିଦ୍ୟାପୀଠ ୫ଟି ଛାତ ଭୁଶୁଡିଲା, ଗୁରୁତର ଆହତ ହୋଇଛନ୍ତି ୩ଜଣ ଶିକ୍ଷକ ଆଉ ଅନ୍ୟ କର୍ମଚାରୀ ହୋଇଛନ୍ତି ଆହତ । ଛାତ ଭୁଶୁଡିବା ପରେ ବିଦ୍ୟାଳୟ ତାଲା ପକାଇ କର୍ମଚାରୀ ଭୟ ରେ ପଳାଇଯାଇଛନ୍ତି । BhubaneswarOdishaReporters Today Share FacebookTwitterGoogle+ReddItWhatsAppPinterestEmail