୪ ନୂଆ ସମ୍ପାଦକଙ୍କୁ ମିଳିଲା ସଂଗଠନ ଦାୟିତ୍ୱ ;ମହେନ୍ଦ୍ର ନାଏକ ହେଲେ ବିଜେଡି ସମ୍ପାଦକ

ଭୁବନେଶ୍ୱର; ୪ ନୂଆ ସମ୍ପାଦକଙ୍କୁ ମିଳିଲା ସଂଗଠନ ଦାୟିତ୍ୱ । ମହେନ୍ଦ୍ର ନାଏକ ହେଲେ ବିଜେଡି ସମ୍ପାଦକ । ମଙ୍ଗଳ ସାହୁ ହେଲେ ବିଜେଡି ସମ୍ପାଦକ । ସୁଧୀର ମହାକୁଡ, ବାବୁଲି ମଣ୍ଡଳ ହେଲେ ସମ୍ପାଦକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୂଚନା ।