ନୂଆଦିଲ୍ଲୀ: ଖରା ଦିନ ବର୍ଷା ପରି ମିଆଁମାରରେ ହେଉଛି ଭୂକମ୍ପ । କେତେବେଳେ ବି ହେଉଛି ଭୂକମ୍ପ ଝଟକା । ପୁଣି ବିଳମ୍ବିତ ରାତିରେ ଘଟିଛି ଭୂକମ୍ପ । ଯାହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି ।
ସୂଚନା ଅନୁଯାୟୀ, ପୁଣିଥରେ ମିଆଁମାରରେ ଭୂକମ୍ପର ଝଟକା ଅନୁଭୂତ । ଏହା ବିଳମ୍ବିତ ରାତି ପ୍ରାୟ ୨.୩୨ମିନିଟରେ ଅନୁଭୂତ ହୋଇଛି ।