ବ୍ରିଜ ଉପରେ 2 ରୁ 3 ଫୁଟ ପାଣି ପ୍ରବାହିତ

କାଲିମେଳା: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା l ପୁଣି ବୁଡ଼ିଲା କାଙ୍ଗୁରକୋଣ୍ଡା,କନ୍ୟାଶ୍ରମ ଓ ପୋଟେରୁ ବ୍ରିଜ l ପ୍ରତି ବ୍ରିଜ ଉପରେ ୨ ରୁ ୩ ଫୁଟ ପାଣି ପ୍ରବାହିତ l  ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି l ଉଭୟ କୂଳରେ ଶତାଧିକ ଗାଡି ଅଟକ ରହିଛି କ୍ଷ କାଲିମେଳା ଠାରୁ ପଡିଆକୁ ମଧ୍ୟ ଯାନବାହନ ଠୋପ ରହିଛି lମାଲକାନଗିରି ଠାରୁ ସୀମାନ୍ତ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି କ୍ଷ କାଙ୍ଗୁରକୋଣ୍ଡା ଠାରେ ଶତାଧିକ ଲୋକେ ଓ ଯାନବାହନ ଅଟକି ରହିଛି l