ଭୁବନେଶ୍ୱର: ମେ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ । ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ପରୀକ୍ଷା ନିୟନ୍ତ୍ରକ । ଆସନ୍ତା ୬ରେ +୨ ରେଜଲ୍ଟ ବାହାରିବା ନେଇ ପ୍ରଚାର ଖବର ଗୁଜବ ଥିଲା । ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ଏ ନେଇ ପ୍ରକ୍ରିୟା ଚାଲିଛି। ତେଣୁ ନିର୍ଦ୍ଦିଷ୍ଟ ଭାବେ କେବେ ଫଳାଫଳ ପ୍ରକାଶ ପାଇବ , ତାହା ଶୀଘ୍ର ଜଣାଇ ଦିଆଯିବ।