କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ସସପେଣ୍ଡ

ଭୁବନେଶ୍ୱର: କାର୍ଯ୍ୟରେ ଅବହେଳା ପାଇଁଜଣ ପୋଲିଂ ଅଧିକାରୀ ସସପେଣ୍ଡ କଳାହାଣ୍ଡି ଲୋକସଭା କ୍ଷେତ୍ର ନାର୍ଲ୍ଲା ବିଧାନସଭା ଅନ୍ତର୍ଗତ ତେଜଂଶୁ ସାହା ସସପେଣ୍ଡ ହୋଇଛନ୍ତି ବ୍ରହ୍ମପୁରରେ ଜଣେ ମଧ୍ୟ ସସପେଣ୍ଡ ହୋଇଛନ୍ତି ଚିକିଟିରେ ହୋଇଥିବା ଘଟଣା ନଜରକୁ ଆସିଛି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଦିନ ୧୧ ଟା ସୁଦ୍ଧା ମତଦାନ ପ୍ରତିଶତ ୨୩.୨୮। କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ। ନବରଙ୍ଗପୁର ରେ ୨୫.୩୦। କୋରାପୁଟ ୨୪.୪୩। ବ୍ରହ୍ମପୁର ୧୮.୯୯। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫। ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮। ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ |