ଭୁବନେଶ୍ୱର: ୧୩ ବିଭାଗ ର ୧୬ ପ୍ରସ୍ତାବ ରେ ବାଜିଲା କ୍ୟାବିନେଟ ମୋହର | କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା | କୃଷକ ମାନଙ୍କ କଲ୍ୟାଣ ନିମନ୍ତେ କାଳିଆ ହିତାଧିକାରୀ ଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା ର ବ୍ୟୟ ଅଟକଳ |କାଳିଆ ଯୋଜନା ରେ ସହାୟତା ଯେ କୌଣସି ସମୟ ରେ ପାଇପାରିବେ ଚାଷୀ |ଭୂମି ହୀନ ପରିବାର ଙ୍କୁ ୩ ଟି କିସ୍ତି ରେ ୧୨ ହଜାର ୫ ସହ ମିଳୁଥିବା ବେଳେ 18 ଲକ୍ଷ ପରିବାର ଉପକୃତ ହେଉଛନ୍ତି | କାଳିଆ ଯୋଜନା ରେ 2 ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ | ଓଡ଼ିଶାରେ ସ୍ଥାପନ ହେବ National skill ଟ୍ରେନିଂ। ଜଟଣୀ ରେ ୭ ଏକର ୮୧୮ ଡେସିମିଲ ଜାଗା ପ୍ରିମିୟମ ଫ୍ରି ରେ ଜମି ଯୋଗାଇ ଦେବେ ସରକାର। ଏ ସଂକ୍ରାନ୍ତୀୟ ପ୍ରସ୍ତାବ କୁ କ୍ୟାବିନେଟ୍ ଅନୁମୋଦନ।