୧୬ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା; ୨ ମୃତ

ବାଣପୁର :ଅଜଣା ଗାଡି ଧକ୍କାରେ ଗଲା ୨ ଜୀବନ । ୧୬ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ତେବେ ମୃତକ ଝାଡଖଣ୍ଡ ରାଜ୍ୟର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗାଡିଟି ପାରଳାଖେମୁଣ୍ଡିରୁ ଝାଡଖଣ୍ଡକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ,ଅଜଣା ଗାଡି ଧକ୍କାରେ ୨ ଝାଡ଼ଖଣ୍ଡ ରାଜ୍ୟର ମୃତ୍ୟୁ , ମୃତକ ଏବଂ ଆହତ ହୋଇଥିବା ବ୍ୟକ୍ତିମାନେ ପାରଳାଖେମୁଣ୍ଡିରୁ ଝାଡ଼ଖଣ୍ଡକୁ ଯାଉଥିବା ସୂଚନା ମିଳିଛି ।ବାଣପୁର ପୁଲିସର ତଦନ୍ତ ଜାରି ।