ସୁନ୍ଦରଗଡରେ ଗଣହତ୍ୟା : ୭ ଅଭିଯୁକ୍ତ ଗିରଫ ଓଡିଶା By Minu Sahoo On Nov 22, 2024 Share ସୁନ୍ଦରଗଡ଼: ସୁନ୍ଦରଗଡରେ ଗଣହତ୍ୟା ମାମଲା । ଧରାପଡିଲେ ୭ ଅଭିଯୁକ୍ତ । କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡିଶା ଆଣିଲା ପୋଲିସ । ଅକ୍ଟୋବର ୨୯ ବିଭସ ହତ୍ୟାକାଣ୍ଡ ହୋଇଥିଲା । ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ହତ୍ୟାକାଣ୍ଡ ହୋଇଥିଲା । ସୋଇଥିଲା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । Odishareporterstoday Share FacebookTwitterGoogle+ReddItWhatsAppPinterestEmail