(ତାରାକାନ୍ତ ନାୟକ / ସାଲେପୁର) : ସାଲେପୁର ବିଜେପି ପକ୍ଷରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବି ଏବଂ ସଂପୃକ୍ତ ମନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ଦାବି କରି ସାଲେପୁର ମା ସହେଶ୍ୱରି ମନ୍ଦିର ପାଖରୁ ଏକ ରାଲିରେ ଆସି ସାଲେପୁର ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏବଂ ମୁଖ୍ୟମନ୍ତ୍ରୀ, ଗୃହରାଷ୍ଟ୍ର ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।