ରାଜ୍ୟରେ ଆଉ ଜଣେ କୋରୋନା ଅକ୍ରାନ୍ତ ସୁସ୍ଥ Uncategorized By Reporters Today Bureau Last updated Apr 23, 2020 Share (ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ଏବଂ ତାଙ୍କୁ ଡିସ୍ଚାର୍ଜ କରାଯିବ। ଏହାକୁ ମିଶାଇ ୩୩ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଟୁଇଟ୍ କରି ସୂଚନା ଦିଆଯାଇଛି। bbsrNEGATIVEodsiha Share FacebookTwitterGoogle+ReddItWhatsAppPinterestEmail