(ରଜନୀ କାନ୍ତ ପାତ୍ର / ହିଞ୍ଜିଳି) : ଆଉ କିଛି ଦିନ ପରେ ହିଂଜିଳି ଗସ୍ତରେ ଆସିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପ୍ରିୟ ମୁଖ୍ୟମନ୍ତ୍ରୀ ଆଗାମୀ କିଛିଦିନ ଭିତରେ ନିଜ ନିର୍ବାଚନୀ ମଣ୍ଡଳୀ ହିଂଜିଳିରେ ପହଞ୍ଚିବେ।ଘନ ଘାଇଁ ଜିଲ୍ଲା ପାଳ ଙ୍କ ସମୀକ୍ଷା ସଡକ ସୁରକ୍ଷା ନିମନ୍ତେ ଏବଂ କିଛି ଉଦଘାଟନୀ ଉଚ୍ଚବ ପାଇଁ।ଆଜି ଏହାର ସମୀକ୍ଷା ନିମନ୍ତେ ତଥା ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ନିମନ୍ତେ ଗଂଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ରୋଡ ମାପ ନିମନ୍ତେ ରାତି ଅଧିଆ ଆଗମନ ।ଏହି ପରିପେକ୍ଷିରେ ଏସଡିପିଓ ଉମା ଶଙ୍କର ସିଂ,ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ,ପୌରପରିସଦ କାର୍ୟ୍ୟ ନିର୍ବାହି ଅଧିକାରୀ ଡ଼ ମନୋରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।