ବନାନ୍ତୁ ମ୍ୟାଙ୍ଗୋ ଆଇସକ୍ରିମ୍

 (ରିପୋଟରର୍ସ ଟୁଡ଼େ): ସୂର୍ଯ୍ୟଙ୍କ ତାପକୁ ଦୃଷ୍ଟିରେ ରଖି ସମସ୍ତେ ଆଇସକ୍ରିମ ଖାଇବାକୁ ବେଶ୍ ରୁଚି ରଖିଥାନ୍ତି । ତେବେ ଆଜି ବନାନ୍ତୁ ମ୍ୟାଙ୍ଗୋ୍ ଆଇସକ୍ରିମ ।

ଆବଶ୍ୟକୀୟ ପ୍ରଣାଳି : ଆମ୍ବ-୩ଟି,କ୍ରିମ-୧କପ୍,କ୍ଷୀର-୨କପ୍,ଚିନି-୧କପ୍,ଡ଼୍ରାଏଫୁଟ୍ସ ।

ପ୍ରସ୍ତୁତପ୍ରଣାଳି: ପ୍ରଥମେ ଆମ୍ବ,ଚିନି,କ୍ଷୀରକୁ ଗ୍ରାଇଣ୍ଡିଙ୍ଗ କରି ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଛୋଟ ଛୋଟ କପରେ ଏହି ମିଶ୍ରଣକୁ ପକାଇ ଉପରେ ଡ଼୍ରାଏଫୁଟ୍ସ ଦେଇ ସଜାଇ ଦିଅନ୍ତୁ । ଫ୍ରିଜରେ ୬ଘଣ୍ଟା ରଖିବା ପରେ ଛୁଆଙ୍କୁ ଖାଇବାକୁ ଦିଅନ୍ତୁ ମ୍ୟାଙ୍ଗୋ ଆଇସକ୍ରିମ୍ ।