ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରକୃତ ହିତାଧିକାରୀ ବହୁ ଦୂରରେ: ପ୍ରତାପ ଷଡ଼ଙ୍ଗୀ

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନିତି ହୋଇଛି । ଯେଉଁଥିରେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ଫାଇଦା ପାଇ ପାରୁନାହାଁନ୍ତି । ଏଥିରେ ସରକାରି ଅଫିସରଙ୍କ ମାନଙ୍କୁ ହାତ ରହିଛି । ଯେଉଁମାନଙ୍କର ଦୁଇ ତାଲା କୋଠା ଅଛି ସେମାନେ ଏହି ଯୋଜନା ପାଉଛନ୍ତି । ଅନ୍ୟପକ୍ଷେ ଏହି ଯୋଜନା ଗରିବ ଲୋକଙ୍କ ଠାରୁ ବହୁ ଦୂରରେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।