ନାମାଙ୍କନପତ୍ର ଦାଖଲ କଲେ ପିସିସି ସଭାପତି ରାଜନୀତି By Reporters Today Bureau On Apr 8, 2019 Share (ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଆଜି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରାରେ ନେହେରୁ ଷ୍ଟାଡିୟମରୁ ବାହାରି ଉପଜିଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। BBBBSROdisharepoterstoday Share FacebookTwitterGoogle+ReddItWhatsAppPinterestEmail