(ସରୋଜ ରାଉତ)ରିପୋର୍ଟସଟୁଡେ: ସ୍କୁଲରୁ ନିଜ ଛୁଆକୁ ଆଣିବାକୁ ଯାଇଥିବା ଜଣେ ମହିଳା ଆଜି ଏମିତି ଏକ ହରଡଘଣାରେ ପଡିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ତାଙ୍କ ଛୁଆକୁ ଭୋକ ହେଉଛି ବୋଲି କହି ପୋଲିସ ବାବୁଙ୍କ ଗୋଡ ଧରରୁଛନ୍ତି । କିନ୍ତୁ ସାହେବ ଢଙ୍ଗରେ ବେଖାତିର କରୁଛନ୍ତି ପୋଲିସ ବାବୁ । ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀର ଷ୍ଟୁଆର୍ଟ ସ୍କୁଲ ସମ୍ମୁଖରେ । ମହିଳା ଜଣଙ୍କ ନେହୁରା ହୋଇ କହୁଛନ୍ତି ସ୍କୁଲ ଛୁଟି ହେବା ପରେ ତାଙ୍କ ପିଲାକୁ ଜୋରରେ ଭୋକ ଲାଗୁଛି ଓ ସେ ଛାଡି ଦେବାକୁ ନେହୁରା ହେଉଛନ୍ତି । ଏନେଇ ପରିବହନ ମନ୍ତ୍ରୀ ପ୍ରତିକ୍ରିୟାରେ କ’ଣ କହିଛନ୍ତି ଆସନ୍ତୁ ଶିଣୁବା ।