(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର । ଉଦଘାଟିତ ହେଲା ଙଚଝଉର ନୂଆ ଉଝଗଝ ପୋର୍ଟାଲ। ଉଝଗଝ ଅର୍ଥ ହେଉଛି କମ୍ପ୍ରେନସିଭ୍ ସିଲେକ୍ସନ ମ୍ୟନେଜମେଣ୍ଟ ସିଷ୍ଟମ୍। ଏହି ପୋର୍ଟାଲରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଙଚଝଉର ସମସ୍ତ ତଥ୍ୟ ମିଳିପାରିବ। ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର ମିଳିବ। ତେବେ ନୂଆ ପୋର୍ଟାଲ୍ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବ କହିଲେ ଙଚଝଉ ଅଧ୍ୟକ୍ଷ କହିଛନ୍ତି।