କମ୍ପୁଛି ପ୍ରଚାର ମଇଦାନ

(ଜୟନ୍ତ କୁମାର ସେଠୀ / ଗୋପ) ; ପିପିଲି ଉପନିର୍ଵାଚନ ପାଇଁ ପିପିଲି ହେଭିଓ୍ଵେଟଙ୍କ ପ୍ରଚାର, କଂଗ୍ରେସ ପାଇଁ ପିସିସି ସଭାପତି ନିରଜଂନ ପଟ୍ଟନାୟକ ପ୍ରଚାରର ମଙ୍ଗଧରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ପୁରୀ ସାସଂଦ ପିନାକୀ ମିଶ୍ର, ବିଧାୟିକା ସ୍ଵେହ୍ନ।ଗିନୀ ଛୁରିଅ।, ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମା ବିଭିନ୍ନ ପଚଂ।ୟତରେ ମହିଳା ସମାବେଶ କରି ବିଜେଡି ସପକ୍ଷ ରେ ଭୋଟ ମାଗିଥିବା ବେଳେ ଡେଲାଙ୍ଗ ଓ ପିପିଲି ର ବିଭିନ୍ନ ପଚଂ।ୟତରେ ବିଜେପି ପ୍ରାର୍ଥୀ ଅ।ଶ୍ରିତଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେପିର ବରିଷ୍ଠ ନେତା । ନିର୍ଵାଚନ ପୂର୍ଵରୁ କଂଗ୍ରେସ ଟାର୍ଗେଟ ରେ ରହିଛନ୍ତି ଉଭୟ ବିଜେପି ଓ ବିଜେଡି ଦଳ ।