ଖୋର୍ଦ୍ଧା ପୌର ପରିଷଦରେ ୱାର୍ଡ଼ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମ

ଖୋର୍ଦ୍ଧା/ପ୍ରବୀଣ ଭଞ୍ଜ: ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଯାତ୍ରୀ ନିବାସ ଠାରେ ୪, ୫, ୬ ଓ ୮ନମ୍ବର ୱାର୍ଡ଼ର ବାସିନ୍ଦାଙ୍କୁ ଆମ ଓଡ଼ିଶା ନବୀନ ଓଡିଶା କାର୍ୟ୍ୟକ୍ରମ ଅବସରରେ ନେଇ ଖୋର୍ଦ୍ଧା ପୌରପରିଷଦ ଆନୁକୂଲ୍ୟରେ୪, ୫,୬,୮ନଂ ୱାର୍ଡର ବସ୍ତି ବାସିନ୍ଦାଙ୍କୁ ନେଇ ଅନୁଷ୍ଠିତ ସହରାଞ୍ଚଳ ବସ୍ତି ବିକାଶ ସଚେତନତା ଶିବିରରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ପୌରାଧକ୍ଷା କନକଲକ୍ଷ୍ମୀ ମହାନ୍ତି ଏବଂ ପୌର ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ସୌର୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଆୟୋଜିତ ଶିବିରର ଉପାଦୟତା ସମ୍ପର୍କରେ ଆଲୋକପାତ କରିଛନ୍ତି।