Browsing

Video

ହୁତୁ ହୁତୁ ହୋଇ ଜଳିଲା ପେଟ୍ରୋଲ ପମ୍ପ

(ସରୋଜ କୁମାର ରାଉତ/ ଭୁବନେଶ୍ୱର): ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଏଥିରେ ୯ ଜଣ ଆହାତ ହୋଇଛନ୍ତି । ସମସ୍ତ ଆହାତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ଦୁଇ…
Read More...

ପୁଣି ସାମ୍ନାକୁ ଆସିଲା ଚିଟଫଣ୍ଡ ମାମଲା

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସାରା ରାଜ୍ୟରେ ପ୍ରତିଦିନ କୋଉଠୁ ନା କୋଉଠୁ ଠକ କମ୍ପାନିମାନେ ଚିଟଫଣ୍ଡ ତଥା ଅନ୍ୟନ୍ୟ ଢଙ୍ଗରେ ଲୁଟ କରିବା କିଛି ନୁଆଁକଥା ନୁହେଁ ।ମନି ଲଣ୍ଡରିଙ୍ଗି ହେଉ ଅବା ଲୋକଙ୍କୁ ଠକିବା ହେଉ ସବୁଥିରେ ଏ ଚିଟଫଣ୍ଡ କମ୍ପାନି ପାରଙ୍ଗମ । ସେହିଭଳି ଏକ ଘଟଣା ହେଖିବାକୁ…
Read More...

ପୁଣି ରାଜଧାନୀରୁ ଲୁଟ

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀ ଭୁବନେଶ୍ୱର ହୋଇଛି ସବୁଠାରୁ ଅସୁରକ୍ଷିତ ସହର । ପ୍ରତିଦିନ ରାଜଧାନୀରେ ଘଟୁଛି କିଛି ନା କିଛି ଛୋଟ ବଡ ଅପରାଧ । ଆଜି ବି ରାଜଧାନୀର ବ୍ୟସ୍ତବହୁଳ ଆପୋଲୋ ହସ୍ପିଟାଲ ରାସ୍ତାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛି ଦୁର୍ବୃତ୍ତ । ଲୁଟର ଶିକାର…
Read More...

କଲୋନୀରେ ଚାଲିଛି ଦେହ ବ୍ୟବସାୟ, ଥାନାରେ ଅଭିଯୋଗ କଲେ ମହିଳା

(ଓମ୍ ପ୍ରକାଶ ମିଶ୍ର /ସୋନପୁର): କଲୋନୀରେ ଚାଲିଛି ଦେହ ବ୍ୟବସାୟ । ଥାନାର ଦ୍ୱାରସ୍ତ ହେଲେ କଲୋନୀର ମହିଳା । ଏଭଳି ଅଭିଯୋଗ ଆସିଛି ସୋନପୁର ଜିଲ୍ଲା ସଦର ମହକୁମାର ସ୍ପିନିଂ ମିଲର ପଛପଟରେ ଥିବା ଏଫ କଲୋନିରେ । ଦିର୍ଘଦିନରୁ ଦେହ ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏନେଇ…
Read More...

ପାଞ୍ଚୋଟି ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ

( ବନବାସୀ ପ୍ରଧାନ /କନ୍ଧମାଳ): ବାଲିଗୁଡା ତହସିଲଦାର ଜବତ କଲେ ପାଞ୍ଚୋଟି ବାଲି,ପଥର ବୋଝେଇ ଟ୍ରାକ୍ଟର । ଜବତ ହୋଇଥିବା ଟ୍ରାକ୍ଟର ମାଲିକଙ୍କ ଠାରୁ ଗାଡି ପ୍ରତି ୫୦୦୦ ହଜାର ଟଙ୍କା ଫାଇନ କଟାଯାଇଛି । ଏହି କରୋନା ମହାମାରି ସମୟରେ ଦୁଦ୍ଦିନରେ ଥିବା ଟ୍ରାକ୍ଟର ମାଲିକଙ୍କୁ ଏକା ଥରକେ…
Read More...

କରୋନା ପ୍ରଭାବରେ ମୂର୍ତ୍ତି କାରିଗର ଘାଇଲା

(ଦୀପକ ମିଶ୍ର /ଉଦଳା): ଆସୁଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା । ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ପୂଜାର ମାହୋଲ ଆଉ ଦେଖିବାକୁ ମିଳିବନି । କରୋନା ଯୋଗୁଁ ପ୍ରଭାବିତ ହେବ ପୂଜା ଆଡମ୍ବର । ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ଦୁର୍ଗା ପୂଜା । ଦୁର୍ଗା ପୂଜା…
Read More...

ସରକାରୀ ଚାକିରି ପାଇଁ ଧାଇଁ ଧାଇଁ ଅତିଷ୍ଠ ସୁଶାନ୍ତ

ଭୁବନେଶ୍ୱର/ସରୋଜ ରାଉତ: ସରକାରୀ ଚାକିରି ପାଇଁ ବର୍ଷା, ଖରା, ଶୀତରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ନିକଟକୁ ଧାଇଁ ଧାଇଁ ଥକିଗଲେଣି । କିନ୍ତୁ ଚାକିରି ମିଳୁନି । ଘର ଖଣ୍ଡିଏ ନାହିଁ, ପିଲା ତମ୍ବୁ ତଳେ ଗାଁରେ ପଡିରହିଥିବା ବେଳେ ରାଜଧାନୀରେ ଏ ଅଫିସରରୁ ସେ ଅଫିସକୁ ଦୌଡୁଛନ୍ତି ସୁଶାନ୍ତ…
Read More...

ମା’ ବୈଦେହି ଅଏଲ ରିଫାଇନାରୀ ଶ୍ରମିକ ସଙ୍ଗଠନ ପକ୍ଷରୁ ଧାରଣା

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) - କମ୍ପାନୀ ମାନଙ୍କର ମେରୀ ରାୟ ନୀତି ଏବେ ସ୍ଥାନୀୟ ଯୁବକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାରାଦ୍ବୀପରେ ଥିବା ବିଭିନ୍ନ କମ୍ପାନୀର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି କାର୍ୟ୍ୟରେ ନିୟୋଜିତ କରୁଛନ୍ତି।…
Read More...

ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଡିସେମ୍ବରରେ ସ୍କୁଲ ଖୋଲିବାକୁ ଦାବି

ଭୁବନେଶ୍ୱର/ସରୋଜ ରାଉତ: ରାଜ୍ୟରେ ପୂଜା ଛୁଟି ପରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅର୍ଥାତ୍ ନଭେମ୍ବର ମାସରେ ଖୋଲିବ ସ୍କୁଲ । କିନ୍ତୁ ସରକାରଙ୍କ ଏହି ନିଷ୍ପତିକୁ ଅଭିଭାକମାନେ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ମହାମାରୀ କରୋନାର ସ୍ଥିତି ସମ୍ପର୍କରେ ଅବଗତ ନ ହୋଇ…
Read More...

ବନବିଭାଗ ଜବତ କଲା ଲକ୍ଷାଧିକ ଟଙ୍କାର ଶାଳପଟା ବୋଝେଇ ବୋଲେରୋ

(ବନବାସୀ ପ୍ରଧାନ /କନ୍ଧମାଳ): ଶାଳପଟା ଚୋରାଚାଲାଣ ବେଳେ ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ବନଖଣ୍ଡ ବାଲିଗୁଡ଼ା ବନାଞ୍ଚଳର ସୁଡ୍ରା ଅଞ୍ଚଳରେ ଏସିଏଫ ଡ.ରୁଦ୍ର ପ୍ରଶାଦ ରଥଙ୍କ ନେତୃତ୍ବରେ ରାତ୍ରୀ କାଳୀନ ପେଟ୍ରୋଲିଂ ଚାଲିଥିଲା । କାଠ ଚୋରାଚାଲାଣ ହେଉଥିବା ଖବର ପାଇଥିଲେ…
Read More...