Browsing

Video

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

(ସେଖ ଫାଇଜାନ କାଦରୀ / ଭଦ୍ରକ): ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗାର ଚୋରା ଚାଲାଣ ବଢିବାରେ ଲାଗିଛି । ପୁରୁଣା ବଜାର ଅନ୍ତର୍ଗତ ବାଙ୍କା ବଜାର ଅଞ୍ଚଳରୁ ପୁରୁଣାବଜାର ପୁଲିସ୍ ଲକ୍ଷାଧିକ ଟଙ୍କାର ବ୍ରାଉନ୍ସୁଗାର ଜବତ ସହ ଜଣକୁ ଗିରଫ କରିଛି । ଏନେଇ ଭଦ୍ରକ ଏସ୍ଡିପିଓ ସାର୍ଥକ ରାୟ ଏକ…
Read More...

ବେଆଇନ ପଥର ବ୍ଲାଷ୍ଟିଙ୍ଗ, ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଶ୍ରମିକ

(ବନବାସୀ ପ୍ରଧାନ / କନ୍ଧମାଳ): ଜଳଯୋଗାଣ ଓ ପରିମଳ ବିଭାଗର ମନମୁଖି ପଥର ବ୍ଳାଷ୍ଟିଂ ।ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି କାମ କରୁଥିବା ୪୦ଜଣରୁ ଉଦ୍ଧ ଶ୍ରମିକ ।ସୂଚନାଅନୁଯାୟୀ, ବାଲିଗୁଡା ବ୍ଳକର ବଡଗାଁ କନ୍ୟାଶ୍ରମ ପଛପଟେ ଜଳଯୋଗାଣ ଓ ପରିମଳ ବିଭାଗର ଏକ ପାଣିଟାଙ୍କି କାମ ଚାଲିଛି…
Read More...

କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ

(ସରୋଜ ରାଉତ)ରିପୋର୍ଟସଟୁଡେ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ସ୍ମଗଲର। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ।ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ ଜବତ କରଯାଇଛି। ଡିଲ୍‌ ବେଳେ ସୂଚନା ପାଇ ଝଞୠ ପକ୍ଷରୁ ଚଢାଉ କରାଯାଇଥିଲା । ପୂର୍ବରୁ…
Read More...

କୌଶଲ୍ୟାକୁ ସହଯୋଗର ହାତ ବଢାଇଲେ ବ୍ରଦର ହୁଡ୍ ଗୋବ୍ଲାଲ ଫାଉଣ୍ଡେସନ

(କଳ୍ପତରୁ ଜେନା / ଭୁବନ): କୌଶଲ୍ୟା ପାଖରେ ପହଞ୍ଚିଲା ସହଯୋଗର ହାତ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ଗାଁର କବି ବେହେରା ଓ ବଉଳ ବେହେରାଙ୍କ ବଡ ଝିଅ କୌଶଲ୍ୟା ଜିଭ ତଳେ ମାଂସ ବଢି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ଘଟଣା ଖବର ପ୍ରଥମେ ଗତ ୮ ତାରିଖରେ ରିପୋର୍ଟସ ଟୁଡେରେ ପ୍ରସାରଣ…
Read More...

ସୁୁପ୍ରିୟାଙ୍କ ତୂଳିରେ ପ୍ରକୃତିର ସୌନ୍ଦର୍ଯ୍ୟ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ତାଙ୍କ ତୂଳିରେ ରହିଛି ଯାଦୁ । ପ୍ରକୃତିର ସବୁ ରଙ୍ଗକୁ କାନଭାସରେ ବୋଳି ଚାଲନ୍ତି ସୁପ୍ରିୟା । କେବେ ଶୁଣି ନହାଁନ୍ତି ନିଜ ମାଙ୍କ ଡାକ । କେବେ ଡାକି ନାହାନ୍ତି ନିଜ ଭଉଣୀକୁ ନିଜ କଣ୍ଠରେ । ସୁନ୍ଦର ଚେହେରା । ଟିକିଏ ଫୁରସତ ମିଳିଲେ ସଙ୍ଗେ ସଙ୍ଗେ ରଙ୍ଗ…
Read More...

ମଦ ମାଫିଆଙ୍କ ଆକ୍ରମଣରେ ୭ ଅବକାରୀ କର୍ମଚାରୀ ଆହତ

(ସେଖ ଫାଇଜାନ କାଦରୀ / ଭଦ୍ରକ): ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବେଆଇନ ମଦ କରବାର ବଢିବା ସହ ମାଫିଆଙ୍କ ଦାଦାଗିରି ବଢିବାରେ ଲାଗିଛି । ବେଆଇନ ଦେଶୀ ମଦ ଜବତ କରିବାକୁ ଯାଇଥିଲା ବେଳେ ମଦ ମାଫିଆଙ୍କ ଆକ୍ରମଣରେ ଇନ୍ସପେକ୍ଟରଙ୍କ ସହ ୭ ଅବକାରୀ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି…
Read More...

ପୁରୀରେ ହେବ ଦ୍ୱିତୀୟ ହାଇଜେନିକ ଫିଶ ମାର୍ଟ

(ଜୟନ୍ତ କୁମାର ସେଠୀ / ପୁରୀ): ଏଣିକି ପୁରୀ ବାସିନ୍ଦା ପାଇବେ ତାଜା ଜୀଅନ୍ତା ମାଛ , କଙ୍କଡା ଓ ଚିଙ୍ଗୁଡ଼ି । କେବଳ ସେତିକି ନୁହେଁ ଭଳିକି ଭଳି ମଧୁର ଲୁଣି ମାଛ ମଧ୍ୟ ପାଇବେ।ପୂର୍ବରୁ ଚୁଙ୍ଗୁଡି,ମାଛ, କଙ୍କଡା ବିକ୍ରୀ କରୁଥିବା ବେଳେ ବିଭିନ୍ନ ସମସ୍ୟା ହେଉଥିବାର ମତ୍ସ ବ୍ୟବସାୟୀ…
Read More...

ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ

(କଳ୍ପତରୁ ଜେନା /ଭୁବନ): ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଯମୁନାକୋଟ ଗାଁରେ । ଲକଡାଉନ ସମୟରେ ଗରିବ ଅସହାୟ ଲୋକଙ୍କୁ ବଣ୍ଟନ ହୋଇଥିବା ରନ୍ଧାଖାଦ୍ୟରେ ଅନିୟମିତତା ଅଭିଯୋଗ କଲେ ସରପଞ୍ଚ ଖୁଲଣା ରାଉତ। ସେପଟେ ଅଭିଯୋଗକୁ…
Read More...

କୋଭିଡ କଟକଣାକୁ ଭଙ୍ଗ କଲା ସରକାରୀ ଦଳ

(ଦିଲ୍ଲୀପ ସାହୁ / ଜଗତସିଂହପୁର): ତିର୍ତ୍ତୋଲ ଉପନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କାର୍ୟ୍ୟକ୍ରମ ଚାଲିଛି। ବିଜୁ ଜନତା ଦଳ କୋଭିଡ କଟକଣାକୁ ଫୁ କରି ଅନେକ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଆୟୋଜନ କରିବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ କଟକଣାରେ ହେବାକୁ…
Read More...

କଣ ସତ୍ତା ପାଇଁ ନୈତିକତାକୁ ଜଳାଞ୍ଜଳି ଦେବେ ରଘୁ!

ଭୁବନେଶ୍ୱର/ଶିଳାସ୍ମିତା ରାୟ: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନ ନଭେମ୍ବର ୩ରେ ହେବାକୁ ଥିବା ବେଳେ ବିଜେପି ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତିର୍ତ୍ତୋଲରୁ ରାଜକିଶୋର ବେହେରାଙ୍କୁ ଠିଆ କରୁଥିବା ବେଳେ ବାଲେଶ୍ୱରରୁ ମୃତ ବିଧାୟକ ସ୍ୱର୍ଗତ ଦତ୍ତଙ୍କ ପୁଅ ମାନସ…
Read More...