Browsing

Video

୫୨୦ ଲିଟର ଦେଶୀ ମଦ ଜବତ, ପାଞ୍ଚ ଗିରଫ

(ସେଖ ଫାଇଜନା କାଦରୀ / ଭଦ୍ରକ): ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବେଆଇନ ମଦ ମାଫିଆଙ୍କ ବେପାର ବଡିବାରେ ଲାଗିଛି । ଆଜି ଅବକାରୀ ପୋଲିସ ପୁଣି ଚଢାଉ କରି ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ କରିବା ସହ ପାଞ୍ଚ ଜଣକୁ ଗିରଫ କରିଛି ଅବକାରୀ ପୁଲିସ । ସେମାନେ ହେଲେ ସୁବାସ ବେହେରା ମିର୍ଜ଼ାପୁର ଚମାର…
Read More...

ଘରୋଇ ବସ ଉପେରେ ୫ ଲକ୍ଷ ଟଙ୍କା ଜୋରିମନା

(ସରୋଜ କୁମାର ରାଉତ /ରିପୋଟର୍ସ ଟୁଡେ): ଆଗକୁ ହେବ ଯାତ୍ରୀବାହି ବସ ଗୁଡିକର କଡା ଯାଞ୍ଚ । ଏନେଇ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଏକ ଘରୋଇ ବସକୁ ମୋଟା ଅଙ୍କର ଫାଇନ ଗଣିବାକୁ ପଡିଛି। କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିବା ଘରୋଇ ବସ୍ ଉପରେ ଆରଟିଓ ଭୁବନେଶ୍ୱର ୨ର ଟିମ୍ ଚଢ଼ାଉ କରି ୫…
Read More...

ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନର ଯୁବ ଛାତ୍ର ଶାଖାର ଗଣଧାରଣା

(ସେଖ ଫାଇଜାନ କାଦରୀ / ଭଦ୍ରକ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ସହିତ ଗଣ ଧାରଣା ଦେଇଛି ନବ ନିର୍ମାଣ କୃଷକ ସଂଗଠନର ଯୁବ ଛାତ୍ର ଶାଖା । ଏହି ଉପଲକ୍ଷେ ସଂଗଠନର ରାଜ୍ୟ ଯୁବ ଛାତ୍ର ସଂଯୋଜକ ମନୱର ଅଲିଙ୍କ…
Read More...

ତିନି ଦଫା ଦାବି ନେଇ କପ୍ତିପଦା ବ୍ଲକ ସମ୍ମୁଖରେ ଗଣ ଧାରଣା

(ଦୀପକ ମିଶ୍ର / ଉଦଳା): ତିନି ଦଫା ଦାବି ନେଇ ଅଲ ଇଣ୍ଡିଆ କିସାନ ମଜଦୁର ସଂଗଠନ ପକ୍ଷରୁ କପ୍ତିପଦା ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଗଣ ଧାରଣା । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଲ ଇଣ୍ଡିଆ କିସାନ ମଜଦୁର ସଂଗଠନ ପକ୍ଷରୁ ଏହି ଧାରଣା ଦିଆଯାଇଛି । ତିନି ଦଫା ଦାବି ମଧ୍ୟରୁ ଚୁକ୍ତି ଭିତିକ…
Read More...

ଲଗାଣର ବର୍ଷାରେ ଭୁଶୁଡ଼ିଲା ମାଟି କାନ୍ଥ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଲଘୁଚାପ ଲଗାଣ ବର୍ଷାରେ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ । ବର୍ଷା ହେବା ଫଳରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ହିଞ୍ଜିଳି ବ୍ଲକ ଖଣ୍ଡରା ଗ୍ରାମରେ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିଛି ଯାହା ଫଳରେ ରହିବା…
Read More...

କାକିନାଡାରେ ଘୁର୍ଣ୍ଣିଝଡ ଅବପାତ

ଆନ୍ଧ୍ରପ୍ରଦେଶର କାକିନାଡାରେ ଅବପାତ କରିଥିବା ଘୁର୍ଣ୍ଣୀିଝଡ ପ୍ରଭାବରେ ଦକ୍ଷିଣା ଓଡିଶାରେ ପ୍ରବଳ ବର୍ଷା ହୋଇଛି । କେଉଁ ସ୍ଥାନରେ କେତେ ବର୍ଷା ହୋଇଛି ଶୁଣନ୍ତୁ
Read More...

ଦଳର ସହାନଭୂତି ଭୋଟ ପିପିଲି ପାଇଁ ଆଣିଦେବ ଅନେକ ଯାତନା

ଭୁବନେଶ୍ୱର: ବିଜେଡିର ବାହୁବଳୀ ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଅନେକଙ୍କୁ ବ୍ୟଥିତ କରିଥିଲା । କିନ୍ତୁ ତାଙ୍କ ନିଧନ ପରେ ପିପିଲିରେ ଶାନ୍ତି ଫେରିବ ବୋଲି ଆଶାବାନ୍ଧି ବସିଛନ୍ତି ପିପିଲି ବାସୀ । ଦୀର୍ଘ ଦିନର ଅଶାନ୍ତ ପିପିଲିରେ ଫେରିବ ଶାନ୍ତି । ପୁଣି ଲୋକେ ସାଧାରଣ ଜୀବନ ଯାପନ…
Read More...

ଲଘୁଚାପ ଲଗାଣ ବର୍ଷାରେ ୫୯ନଂ ଜାତୀୟ ରାଜପଥର ବିଭୀଷିକା ଦୃଶ୍ୟ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଲଘୁଚାପ ଜନିତ ଲଗାଣ ବର୍ଷା ଗଞ୍ଜାମ ଜିଲ୍ଲାରେ ବିଶେଷ ପ୍ରଭାବ ପକାଇଛି । ହିଞ୍ଜିଳି ଅଞ୍ଚଳର ରାମଚନ୍ଦ୍ରପୁର ନିକଟରେ ଥିବା୫୯ନଂ ଜାତୀୟ ରାଜପଥ ଉପରେ ୪ ଫୁଟ ଉଚ୍ଚ ବର୍ଷା ଜଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ୫୯ନଂ ଜାତୀୟ ରାଜପଥ ରେ ବର୍ଷା ଜଳ…
Read More...

ତିନି ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଲେ ପ୍ରିନସିପାଲ

(ଦୀପକ ମିଶ୍ର / ଉଦଳା): ମୟୁରଭଞ୍ଜ ଜିଲ୍ଲା ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ପ୍ରିନସିପାଲ ମ୍ୟାନେଜମେଣ୍ଟରେ ଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଚାରି ମାସର ଦରମା ତିନି ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ତେବେ ଅଧ୍ୟାପକ ମାନଙ୍କ କହିବା ଅନୁଯାୟୀ ବର୍ତ୍ତମାନ…
Read More...

ଜାଲିଆତିକାରୀଙ୍କୁ ପ୍ରାର୍ଥୀ କରିବା ସ୍ୱଚ୍ଛତାର ସାମ୍ପ୍ରତିକ ରୂପରେଖ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ବିଜେଡି ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ପାଇଁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲା ଯାଇଛି । ବାଲେଶ୍ୱରରୁ ପ୍ରାର୍ଥୀ…
Read More...