Browsing

Video

୪୦ ଦିନରେ ୪୦୦୦ କିଲୋମିଟର ବାଟ ବୁଲିବାର ଲକ୍ଷ୍ୟ : ତନ୍ମୟ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସଚେତନତା ବାର୍ତ୍ତା ନେଇ ସାଇକେଲରେ ଚାରି ହଜାର କିଲୋମିଟର ଯାତ୍ରା।ଲୋକଙ୍କୁ ସଚେତନତାର ବାର୍ତ୍ତା ନେଇ ସାଇକେଲ ଯାତ୍ରାରେ ବାହାରିଛନ୍ତି ଯୁବକ।ଲକ୍ଷ୍ୟ ୪୦ ଦିନରେ ବୁଲିବେ ୪୦୦୦ କିଲୋମିଟର ବାଟ।ବିଶେଷକରି ପ୍ଳାଷ୍ଟିକ ବର୍ଜନ ଏବଂ ମହିଳା ଅତ୍ୟାଚାର ଉପରେ…
Read More...

ତିର୍ତ୍ତୋଲରେ ବଢୁଛି ରାଜନୀତି ଉଷ୍ମତା

(ଦିଲ୍ଲୀପ ସାହୁ / ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ମାହଲ ସରଗରମ ହେଉଛି । ଶାସକ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରଚାରକୁ ନେଇ ପ୍ରତିଦ୍ୱନ୍ଦିତା ଜୋରସୋରରେ ଚାଲିଛି । ତିର୍ତ୍ତୋଲ ଉପନିର୍ବାଚନୀ ତାତି ଧିରେ ଧିରେ ବଢିବାରେ ଲାଗିଛି ।…
Read More...

ଅସହାୟ ପରିବାର ,ପାଲ ତଳେ କଟୁଛି ଜୀବନ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): କେହି ରହିବେ ନାହିଁ ଖୋଲା ଆକାଶ ତଳେ, ଚିକିତ୍ସାରେ କାହାପାଇଁ ଅର୍ଥ ସାଜିବନି ବାଧକ । ଏକଥା ଆମେ କହୁନୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଏହି କଥାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କାହାଣି ଦେଖାଇବୁ…
Read More...

ନିରୀହ ଷଣ୍ଢ ପ୍ରତି ଅମାନୁଷିକ ଅତ୍ୟାଚାର

(ଅଜିତ ସାହୁ / ଜଳେଶ୍ୱର): ଦିନକୁ ଦିନ ମାନବିକତା ହରାଉଛି ମଣିଷ । ସଭ୍ୟ ସମାଜରେ ଶିକ୍ଷା ଓ ଆଧୁନିକତାର ଦ୍ୱାହି ଦେଉଥିବା ମଣିଷ ଏତେ ଯେ ନୃଶଂସ ଓ ରାକ୍ଷସ ଭଳି ଅମାନୁଷିକ କାର୍ୟ୍ୟ ଭିଆଇ ଥାଏ ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ବାଲିସାହି…
Read More...

କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା

(ଭୁବନେଶ୍ୱର/ସରୋଜ ରାଉତ): ଜଗଜ୍ଜନନୀ ମା ଦ୍ରୁ୍ଗା କରିଛନ୍ତି ଧରାବତରଣ । ମାଙ୍କ ପୂଜା ଆରାଧନା ପାଇଁ ଆରମ୍ଭ ହୋଇଯାଇଛି ଶାରଦୀୟ ପୂଜା । ଆଜି ବିଭିନ୍ନ ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜାର୍ଚ୍ଚନା ହେଉଛି । କିନ୍ତୁ ପୂଜା ପାଇଁ ନା ଦେଖିବାକୁ ମିଳୁଛି ଆଖି ଝଲସା ତୋରଣ, ନାହିଁ ସାଜସଜ୍ଜା । ପୂଜା…
Read More...

ଦିର୍ଘ ୧୧ ଦିନ ଧାରଣା ପରେ ଓହରିଛି ଭୂମିହରା କୃଷକ ଏକତା ମଞ୍ଚ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) : ଶେଷରେ ଦିର୍ଘ ୧୧ ଦିନର ଧାରଣା ପରେ ଆଲୋଚନା ମାଧ୍ୟମରେ ନିଜର ଦାବି ପୂରଣ ହେବାର ପ୍ରତିଶୃତି ପାଇବାପରେ ଆନ୍ଦୋଳନରୁ ଓହରିଛି ଭୂମିହରା କୃଷକ ଏକତା ମଞ୍ଚ।ଜିଲ୍ଲା ପ୍ରଶାସନ, ଗାଲାକନ କମ୍ପାନୀ ଅଧିକାରୀ ଓ ଆନ୍ଦୋଳନକାରୀ ଙ୍କ ମଧ୍ୟରେ ଅନୁଷ୍ଠିତ…
Read More...

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଜବରଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଦେଉଲପଦର ଗାଁର ଶତାଧିକ ଲୋକ ଆଜି ଏଭଳି କିଛି ଅଭିଯୋଗ ନେଇ ତରଭା ତହସିଲଦାରଙ୍କ ପାଖରେ ଫେରାଦ ହୋଇଛନ୍ତି।ଦେଉଲପଦର ଗାଁର ପାଟଖଣ୍ଡା ମନ୍ଦିର ନିକଟରେ ଥିବା…
Read More...

ରୋଗୀ ସ୍ଥାନାନ୍ତର ପାଇଁ ନୟାପଲ୍ଲୀରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର

(ଭୁବନେଶ୍ୱର): ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ କରିଡର କରାଯାଇଛି । ଆଜି ଜଣେ ଗୁରୁତର ରୋଗୀଙ୍କ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲାର ଜଣେ ବ୍ୟକ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ…
Read More...

ଶୀକାରୀ ସନ୍ଦେହରେ ଯୁବକଙ୍କୁ ହତ୍ୟା

(ଦୀପକ ମିଶ୍ର / ଉଦଳା ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଉଦଳାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଶିକାରୀ ସନ୍ଦେହରେ ବନ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହେଉଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ପୋଡ଼ାଡିହା…
Read More...

ଚାକିରୀ ଅବକାରୀ, କାମ ଦଲାଲି

(ଅଜିତ ସାହୁ / ଜଳେଶ୍ୱର): ଚାକିରୀ ଅବକାରୀ କିନ୍ତୁ କାମ ଦଲାଲି । ଅବକାରୀ ବିଭଗରେ ଚାକିରୀ କରି ମୋଟା ଅଙ୍କର ଦରମା ନେଉଛନ୍ତି ସରକାରି ବାବୁ ଜଣଙ୍କ କିନ୍ତୁ ବେଆଇନ ନିଶା କାରବାରକୁ ରୋକ ଲଗାଇବ ବଦଳରେ ତାହାକୁ କିପରି ବୃଦ୍ଧି କରାଯିବ ପାଇଁ କରୁଛନ୍ତି ପ୍ରୟାସ । ଏଭଳି ଦୁଶ୍ୟ ଦେଖିବାକୁ…
Read More...