ସରକାରଙ୍କ ନିର୍ଦ୍ଦେଶ ପରେ ଚିନ୍ତାରେ ବାଣ କାରିଗର
( ଦୀପକ ମିଶ୍ର / ଉଦଳା): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ଖୁସିରେ ପାଳନ କରିବା ପାଇଁ ସମସ୍ତେ ତତ୍ପର ଥିବା ବେଳେ କୋଭିଡ କଟକଣା ଯୋଗୁ ସମସ୍ତଙ୍କୁ ହେବାକୁ ପଡିଛି ନିରାଶ । ତେବେ କୋଭିଡ କଟକଣା ଯୋଗୁଁ ନିଜର ଵ୍ୟବସାୟକୁ ନେଇ ଚିନ୍ତାରେ ବାଣ କାରିଗର ।
ମୟୁରଭଞ୍ଜ ଜିଲ୍ଲା…
Read More...
Read More...