Browsing

Video

ରଙ୍ଗ ବଜାରରେ କରୋନା ଭୟ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ରାତି ପାହିଲେ ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି। ଚଳିତ ବର୍ଷ ହୋଲି ପାଇଁ ବଜାରରେ ଲୋକମାନଙ୍କ ଠାରେ ରଙ୍ଗ କିଣିବା ପାଇଁ ଯେଭଳି ଉତ୍ସାହ ଦେଖାଯିବା କଥା ତାହା ଦେଖିବାକୁ ମିଳୁନାହିଁ। କାରଣ ରଙ୍ଗର ବଜାରରେ ଦେଖାଦେଇଛି କରୋନା ଭୟ । ସରକାର ମଧ୍ୟ…
Read More...

କେବିକେ କନ୍ଧମାଳ ସ୍ୱୟଂ ଶାସିତ ପରିଷଦ ଅଞ୍ଚଳ ଗଠନର ପ୍ରଥମ ବୈଠକ ଅନୁଷ୍ଠିତ

(ଗୋଲାପ ସାହୁ)କଳାହାଣ୍ଡି: କେବିକେ କନ୍ଧମାଳ ସ୍ବୟଂ ଶାସିତ ପରିଷଦ ଅଞ୍ଚଳ ଗଠନ ଦାବୀ ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ କଳାହାଣ୍ଡି ଜିଲ୍ଲା ସର୍ବ ଦଳୀୟ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜନୈତିକ ଦଳ ତଥା ବୁଦ୍ଧିଜୀବି ପ୍ରତିନିଧି ମାନେ ଏକ ଜୁଟହୋଇ…
Read More...

ସଡ଼କ ଦୁର୍ଘଟଣାକୁ ନେଇ ୪ଘଣ୍ଟା ଅଟକିଲା ଆମ୍ବୁଲାନ୍ସ

(ଦୀପକ ମିଶ୍ର)ଉଦଳା: ଏମିତି ବି ଆସେ ମୃତ୍ୟୁ। ରାଜ୍ୟ ବାହାରେ ରହି ପାଠ ପଢୁଥିବା ବେଳେ ହୋଲି ଛୁଟିରେ ଘରକୁ ଆସିଥିଲେ। ଘରୁ ସାଇକେଲ ଧରି ବୁଲିବା ନିମନ୍ତେ ଯାଇଥିବା ବେଳେ ଯୁବତୀଙ୍କୁ ଧକ୍କା ଦେଲା ବାଇକ। ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଉଦଳା ଥାନା ଅଧିନ…
Read More...

କାଜୁବଗିଚା ଚାଷ ନାମରେ ଆଦିବାସୀ ଉନ୍ନୟନ ସଂସ୍ଥାର ଲକ୍ଷ,ଲକ୍ଷ ଟଙ୍କା ହଡପ

(ବନବାସୀ ପ୍ରଧାନ)କନ୍ଧମାଳ: ରାଜ୍ୟ ସରକାର ୫ଟିର ସ୍ୱଚ୍ଛତା ବିଷୟରେ ଡ଼ିଣ୍ଡିମ ପିଟୁଥିବା ବେଳେ ଏଠାରେ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏଠାରେ ନିରୀହ ଆଦିବାସୀଙ୍କ ଟଙ୍କାକୁ ସରକାରୀ ସଂସ୍ଥା ହଡ଼ପ କରୁଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡା ଆଦିବାସୀ ଉନ୍ନୟନ…
Read More...

ବିଷାକ୍ତ ଗ୍ୟାସ ଦୁର୍ଘଟଣାକୁ କିପରି ରୋକାଯାଇପାରିବ ସେ ନେଇ ମକଡ଼୍ରିଲ

(ପ୍ରଶାନ୍ତ କୁମାର ସ୍ବାଇଁ)ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର ରାଜ୍ୟରେ ଏକ ବୃହତ ବନ୍ଦର ହୋଇଥିବା ବେଳେ ଏହାକୁ ଭିତ୍ତି କରି ବହୁ ଶିଳ୍ପ କାରଖାନା ଗଢି ଉଠିଛି। କିନ୍ତୁ ପ୍ରାୟ ଏହି ସବୁ ଶିଳ୍ପ କାରଖାନାରେ ଯେଁଉ ସବୁ ବିଷାକ୍ତ ଗ୍ୟାସ ବ୍ୟବହାର କରାଯାଉଛି ତାହା ସାଧାରଣରେ ପରିବେଶ ତଥା ଜନଜୀବନ…
Read More...

ୟେସ ବ୍ୟାଙ୍କ ପ୍ରସଙ୍ଗ : ସରକାରଙ୍କୁ ଘେରିଲା ବିଜେପି

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ୟେସ ବ୍ୟାଙ୍କ ଦେବାଳିଆ ହେବା ପରେ ଖାତାଧାରୀ ଚିନ୍ତାରେ । ସେହିପରି ଶ୍ରୀମନ୍ଦିର ର କର୍ପସ ଫଣ୍ଡ ଟଙ୍କା ଫେରସ୍ତ ପାଇବା ନେଇ ନାନା ଅସଙ୍କା ବଢ଼ିବାରେ ଲାଗିଛି । ତେବେ ଏହି ପ୍ରସଙ୍ଗ କୁ ନେଇ ଶାସକ ଦଳକୁ ଘେରଛି ବିରୋଧୀ ବିଜେପି । ଆଜି ଏକ ସାମ୍ବାଦିକ…
Read More...

ବିଶ୍ୱମହିଳା ଦିବସରେ ମାଓବାଦୀଙ୍କୁ ଏସପିଙ୍କ ପକ୍ଷରୁ ଧନ୍ୟବାଦ

(ସୂର୍ଯ୍ୟକାନ୍ତ ବେହେରା)ମାଲକାନାଗିରି: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ପାଇଁ ଦିନଟିଏ। ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି ।ତେବେ ମହିଳାଙ୍କୁ ସମ୍ମାନ ଜଣାଇ ଆଜି ମହିଳା ଦିବସ ଉପଲକ୍ଷେ ମାଲକାନାଗିରି ଏସପି ମହିଳା ମାଓବାଦୀଙ୍କୁ…
Read More...

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ମାଓବାଦୀ ଆତ୍ମସମର୍ପଣ

(ସୂର୍ଯ୍ୟକାନ୍ତ ବେହେରା)ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମହିଳା ମାଓବାଦୀ ଦେବେ ସୋଢି। ଦେବେ ଦୀର୍ଘଦିନରୁ ମାଓ ସଂଗଠନରେ ସାମିଲ ଥିଲା। ଦରଭା ଡିଭିଜନରେ ଦେବେ ମାଓ କମାଣ୍ଡର ରୂପେ କାମ କରିବା ସହ ଅନେକ ହିଂସାକାଣ୍ଡ ରେ ଜଡିତ ଥିଲା। ଦେବେର ମାଓବାଦୀ…
Read More...

ରାୟଗଡା ଜିଲ୍ଲା ପୁଲିସ୍ ପକ୍ଷରୁ ମୈତ୍ରୀମେଳା ଅନୁଷ୍ଠିତ

(କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲମତା ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କରପା ପଞ୍ଚାୟତର ଶୁଳିପଦର ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପୁଲିସ୍ ପକ୍ଷରୁ ସ୍ଥାନୀୟ ପୁଲିସ୍ ସହଯୋଗରେ ମୈତ୍ରୀମେଳା ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥିମାନଙ୍କୁ ଅଞ୍ଚଳବାସୀ ବାଦ୍ୟବାଜଣା ବଜାଇ…
Read More...

ବିଧାୟକଙ୍କ ଦ୍ୱାରା ଦୁଗ୍ଧ ଶୀତଳି କରଣ ଭଣ୍ଡାର ଉଦଘାଟିତ

(ଜଳେଶ୍ୱର / ଅଜିତ ସାହୁ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ପାଉଶକୁଲି ଠାରେ ଦୁଗ୍ଧ ଉତ୍ପାଦକ ମହିଳା ସେବା ସମବାୟ ସମିତି ରେ ଦୁଗ୍ଧ ଶିତଳି କରଣ କେନ୍ଦ୍ର ର ଶୁଭ ଉଦ୍ଘାଟନ ହୋଇଯାଇଛି। ଜଳେଶ୍ୱର ବିଧାୟକ ଅଶ୍ଵନି କୁମାର ପାତ୍ର ଉଦ୍ଘାଟକ ଭାବେ ଯୋଗ ଦେଇ ଉକ୍ତ କେନ୍ଦ୍ରକୁ ଉଦ୍ଘାଟନ…
Read More...