ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ:- ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଏକ ରାଫେଲ ଯୁଦ୍ଧ ବିମାନରେ ବୁଲିଛନ୍ତି ରାଷ୍ଟ୍ରପତି । ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ସେ ଭାରତୀୟ ବାୟୁସେନାର ସବୁଠାରୁ ଆଧୁନିକ ରାଫେଲ ଯୁଦ୍ଧ…
Read More...
Read More...