ଗୋଟିଏ ଦିନରେ ରେଳ ଲାଇନରୁ ଦୁଇଟି ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର

ଭୁବନେଶ୍ୱର ର ଗୋଟିଏ ଦିନରେ ରେଳ ଲାଇନରୁ ଦୁଇଟି ମୃତ ଦେହ ଉଦ୍ଧାର । ବାଣୀବିହାର ରେଳ ଧାରଣା ରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି । ସେହିଭଳି ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର । ଘଟଣା ସ୍ଥଳରେ GRP ତଦନ୍ତ କରୁଛି । ଉଭୟ ମୃତଦେହର ପରିଚୟ ଜଣା ପଡିବା ପରେ ପରିବାର ଲୋକଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି GRP ଥାନା ଅଧିକାରୀ ।