ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ହେବା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ…

ଆମ କାର୍ଯ୍ୟକର୍ତ୍ତା ଆମ ପାଇଁ ଗୁରୁତ୍ଵ ପୂର୍ଣ୍ଣ। ପୂର୍ବରୁ ଥିବା ସରକାର ସବୁ ବେଳେ ନେତା ଙ୍କୁ ମନ୍ତ୍ର ଦେଉଥିବା ବେଳେ ଆମ କାର୍ଯ୍ୟକର୍ତ୍ତା ଶୃଙ୍ଖଳିତ। ଆଗାମୀ ଦିନରେ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ କଣ ରହିଲା ଭୂମିକା, କିପରି ହେବ କାମ ତାକୁ ନେଇ। ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ କିପରି ବିଜୁ ଜନତା ଦଳ ମୂଳ ପୋଛ ହେବ ସେନେଇ ଆରମ୍ଭ ହେଲା ରଣନୀତି।

ମଞ୍ଚ ରେ ଥିଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଙ୍କ ସହ ଅନ୍ୟ ଦଳୀୟ ନେତା। ଗୁରୁବାର ଦିନ ହାଟଡିହି ବ୍ଲକରେ ଏକ ମଣ୍ଡପ ରେ ପାଞ୍ଚ ଶହ ରୁ ଅଧିକ ସକ୍ରିୟ କର୍ମୀ ନେଇ ଆରମ୍ଭ ହୋଇଛି ପ୍ରଶିକ୍ଷଣ।

କେନ୍ଦ୍ରୀୟ ନେତା ଜେପି ନଡ୍ଡା ପୁରୀ ରେ ଶିଖାଇ ଥିବା ଖସଡ଼ା ର ପୁରା ହେବ ହିସାବ, ତୃଣ ମୂଳ ରେ ଲୋକ ପାଇବେ ଡବଲ ଇଞ୍ଜିନ ର ମଜା। ଯାହାକୁ ବିରୋଧୀ ଦେଖି ବିଚଳିତ ହୋଇ କଣ କରିବେ ପାଇବେ ନାହିଁ କେଉଁଠି ଜାଗା।

ପ୍ରଶିକ୍ଷଣ ପରେ କର୍ମୀ ମନରେ ଉତ୍ସାହ ବଢ଼ିଥିବା ଦେଖିବାକୁ ମିଳିଥିବାରୁ ଆନନ୍ଦପୁରର ଛା ମୁହା ନେତା ନେତ୍ରୀ ମାନେ ବିଭିନ୍ନ ଦଳରୁ କର ଛଡା ଦେଇ ଆଉଜି ହେବାକୁ ମନେ କଲେଣି। ଆସନ୍ତୁ ଶୁଣିବା କଣ କହୁଛନ୍ତି ଜିଲ୍ଲା ନେତା କଣ କହୁଛନ୍ତି ଏହି ପ୍ରଶିକ୍ଷଣ କୁ ନେଇ।