ଷ୍ଟେସନରେ ଦିନ ଦ୍ବିପହରରେ ଝୁଲିଗଲେ ଯୁବକ ଅପରାଧଓଡିଶା By Reporters Today Bureau On Apr 29, 2025 Share ଭୁବନେଶ୍ୱର ଷ୍ଟେସନରେ ଅଭାବନୀୟ ଘଟଣା। ଦିନ ଦ୍ବିପହରରେ ଝୁଲିଗଲେ ଯୁବକ। ଫ୍ଲାଗମାର୍ଚ୍ଚ ଚାଲିଥିବା ବେଳେ ଆତ୍ମହତ୍ୟା କଲେ ଯୁବକ। ଏକ ନମ୍ବର୍ ପ୍ଲାଟଫର୍ମ ଆଗରେ ଝୁଲି ପଡ଼ିଲେ ଯୁବକ। ଆର୍ପିଏଫ୍ ଓ ଜିଆଆର୍ପି ର ପେଟ୍ରୋଲିଂ ଉପରେ ପ୍ରଶ୍ନ। Share FacebookTwitterGoogle+ReddItWhatsAppPinterestEmail