ହିଞ୍ଜିଳିକାଟୁ(ରଜନୀକାନ୍ତ ପାତ୍ର):ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ଚାନ୍ଦୁଲି ପଞ୍ଚାୟତ ଖଣ୍ଡରା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ |ସେହି ଗ୍ରାମର ନାଳହୁଡାରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତକ ଜଣକଙ୍କ ହେଲେ ମନାଶ ନାୟକ(୬୫)।ବୃଦ୍ଧାଙ୍କ ଶ୍ୱଶୁର ଘର ଗଂଜାମ ଜିଲ୍ଲା ନଡ଼ାଝୁଆଳି ଗ୍ରାମରେ । ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କ ଗହଳି ଲାଗିଛି |