ହରିୟାଣାରେ ଏକ ମାଂସ ଫ୍ୟାକ୍ଟ୍ରି ରେ ନାଇଟ୍ରୋଜେନ ଗ୍ୟାସ ଲିକ୍ ହୋଇ ୨୪ ଜଣ ଶ୍ରମିକ ଅସୁସ୍ଥ ହୋଇଛନ୍ତି ।ନୁହ ଜିଲ୍ଲାର ମାଣ୍ଡିଖେଡା ଗାଁରେ ଥ ôବା ମାଂସ କାରଖାନାରେ ନାଇଟ୍ରୋଜେନ୍ ଗ୍ୟାସ୍ ଲିକ୍ ହୋଇଥିଲା ।ସମସ୍ତ ଗୁରୁତ୍ତରଙ୍କୁ ମେଡିକାଲରେ ଭତ୍ତି କରାଯାଇଛି ।ଗୁରୁଗ୍ରାମ ସ୍ଥିତ ଅଲୱର ରାଷ୍ଟ୍ରୀୟ ରାଜମାର୍ଗ ମାଣ୍ଡଖେଡା ଏଲେନା ବଜାରରେ ଶ୍ରମିକ ମାନେ ଶ୍ୱାସରୁଦ୍ଧ ରୁ ଅସୁସ୍ଥ ହୋଇ ପଡିଥିଲେ ।ଖବର ପାଇ ପୋଲିସ୍ ତୁରନ୍ତ ଘଟଣା ସ୍ଥଳରେପହଞ୍ଜଞ୍ଜଞ୍ôଚ ପରିସ୍ଥିତିକୁ ନିୟତ୍ରଣ କରି ଆହତଙ୍କୁ ମେଡିକାଲରେ ଭତ୍ତି କରିଛନ୍ତି ।ଆହତଙ୍କ ମଧ୍ୟରେ ଅନେକ ମହିଳା ମଧ୍ୟ ଅଛନ୍ତି ।ଘଟଣାର ତଦନ୍ତଚାଲୁରହିଥିବା ପୋଲିସ୍ କହିଛି ।