ଖୋଲିଲା ସୁଭଦ୍ରା ପୋର୍ଟାଲ , 21 ବର୍ଷ ହୋଇଥିଲେ କରିପାରିବେ ଆବେଦନ

ପୁଣି ଖୋଲିଲା ସୁଭଦ୍ରା ପୋର୍ଟାଲ । 21 ବର୍ଷ ହୋଇଥିଲେ କରିପାରିବେ ଆବେଦନ । ନଭେମ୍ବର 1 ରୁ ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ସାଇଟ୍ ଖୋଲିବ । । ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ । ଯେଉଁଠି ଆଚରଣ ବିଧି ଲାଗିଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ପୋର୍ଟାଲ ବ୍ୟବହାର କରିପାରିବେ । ଏନେଇ ସୁଭଦ୍ରା ଏକତା ପଦଯାତ୍ରାରେ ଉପମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା କରିଛନ୍ତି ।