ଭୁବନ : (କଳ୍ପତରୁ ଜେନା ):-ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ଅନ୍ତର୍ଭୁକ୍ତ ହେଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତର ଦୁଇଟି ଗ୍ରାମ କିର୍ତ୍ତନପୁର ଓ ଜୟପୁର । ଏହି ଦୁଇଟି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଉଦଘାଟନ କରିଛନ୍ତି ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟ । ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସିପ୍ରା ବରାଳ ,ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ଦ୍ୱିବେଦୀ, ଭୁଷଳ ସମିତିସଭ୍ୟ ଏବଂ ସରପଞ୍ଚ।