ମା କାଳୀଙ୍କର ମହିମା ଓ ପୂଜକଙ୍କୁ ସ୍ୱପ୍ନାଦେଶ ହୋଇଥିବା ସିନ୍ଦୂର ଓ କୁମକୁମ୍ ଗଛ

ଏହି ପୀଠ ମା ଙ୍କ ର ତନ୍ତ୍ର ପୀଠ ୨୦୦୦ ବର୍ଷ ର ପୀଠ ମା ଙ୍କୁ ସେତେବେଳର ସାଧକଙ୍କୁ ସ୍ୱପ୍ନାଦେଶ ହୋଇଥିଲା ସେ କଲିକତାରୁ ଆଣି ଏଠାରେ ସ୍ଥାପନ କରିଥିଲେ କର୍ମନୁସରେ ମା ଙ୍କ ପୂଜା ପାଇଁ ବଙ୍ଗୀୟ ବ୍ରାହ୍ମଣ ପରିବାର ନିୟୋଜିତ ଅଛନ୍ତି ପୂର୍ବରୁ ଏଠାରେ ଛାଗବଳି ପ୍ରଥା ପ୍ରଚଳିତ ଥିଲା ଏବେ ସରକାରଙ୍କ ନିୟମ ଅନୁସାରେ ତାହା ବନ୍ଦ କରିଦିଆ ଯାଇଅଛି ଅନ୍ୟବଳି ଓ ପଣାହାଣ୍ଡି ଭୋଗ ପ୍ରଚଳିତ ଅଛି ଓଡ଼ିଶାର କଟକ ଜିଲ୍ଲା ମାହାଙ୍ଗା ହଡାସାହି ଗ୍ରାମରେ ଅବସ୍ଥିତ ମା ଦକ୍ଷିଣକାଳୀ ପ୍ରତେଖ୍ୟ ଦେବୀ ଯାହା ମାନସିକ ସିଧ୍ୟ ହୁଏ

ଏହା ପରେ ଅନେତ୍ର ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ଠାରେ ମା ଦକ୍ଷିଣକାଳୀ ଅବସ୍ଥିତ ରାହୁ କେତୁ ଓ ଶନି ମହାଗ୍ରହ ଙ୍କ ଇଷ୍ଟଦେବୀ ମା ଦକ୍ଷିଣକାଳୀ ଏହି ମନ୍ଦିର ର ପୂଜକ ଙ୍କ କହିବା ଅନୁଯାୟୀ ଅମାବାସ୍ୟା ପୂର୍ବ ରାତି ରେ ତାଙ୍କୁ ମା ଙ୍କ ସ୍ୱପ୍ନାଦେଶ ହେଲା କି ତାଙ୍କ ଘର ପାଖରେ ଲାଗିଥିବା ସିନ୍ଦୂର ଓ କୁମକୁମ୍ ଗଛ ରେ ଫଳ ଆସିବାର ଓ ଯେଉଁ ଭକତ ସେଠାରେ ନାଲି କପଡ଼ାରେ ଶଙ୍ଖା ଏବଂ ଏକ କୟେନ୍ ବାନ୍ଧି ସେହି ଗଛ ମୂଳରେ ରଖିଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେବ ବୋଲି କହିଥିଲେ