ଦୃଢ଼ ଆଇନଗତ ଢାଞ୍ଚା ପ୍ରସ୍ତାବିତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଲେ ଉପ ବାଚସ୍ପତି…

ଓଡିଶାରେ ସଂଗଠିତ ଅପରାଧର ମୁକାବିଲା ପାଇଁ ଏକ ଦୃଢ଼ ଆଇନଗତ ଢାଞ୍ଚା ପ୍ରସ୍ତାବିତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଲେ ଉପ ବାଚସ୍ପତି ।

ୟୁପି ଗ୍ୟାଙ୍ଗଷ୍ଟର ଆଇନ ଦ୍ୱାରା ଅନୁପ୍ରାଣିତ “ଓଡିଶା ଗ୍ୟାଙ୍ଗଷ୍ଟର ଏବଂ ସମାଜ ବିରୋଧୀ କାର୍ୟ୍ୟକଳାପ (ନିବାରଣ) ଆଇନ” ପ୍ରଣୟନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ଉପ ବାଚସ୍ପତି ।

ଏହି ସ୍ୱତନ୍ତ୍ର ଆଇନ ପୋଲିସକୁ ସଶକ୍ତ କରିବ, ଅପରାଧୀ ସିଣ୍ଡିକେଟ୍‌ଗୁଡ଼ିକୁ ବାଧା ଦେବ, ଏବଂ ଗ୍ୟାଙ୍ଗ୍ ଅପରେସନ୍, ଜମି ମାଫିଆ, ଦାଦାବଟି ଆଦାୟ ରାକେଟ୍ ଏବଂ ଅନ୍ୟାନ୍ୟକୁ ଟାର୍ଗେଟ କରି ଆଇନ ଶୃଙ୍ଖଳାକୁ ସୁରକ୍ଷା ଦେବ ।