ଡକ୍ଟର ଶ୍ୟାମାପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ ପରୀକ୍ଷା ତା -୨୭.୦୨.୨୬ ତାରିଖ ଡକ୍ଟର ଶ୍ୟାମାପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଶୃଙ୍ଖଳା ର ସହିତ ହୋଇଅଛି। ଅଧକ୍ଷା ଶ୍ରୀମତୀ ପ୍ରଭାସିନୀ ମହାପାତ୍ର ସୁପରିଟେଣ୍ଡେଣ୍ଡ ଦାୟିତ୍ଵ ନେଇ ଥିବା ବେଳେ ଡେପୁଟି ସୁପରିଟେଣ୍ଡେଣ୍ଡ ଶିକ୍ଷା ବିଭାଗର ଶିକ୍ଷକ ଶ୍ରୀ ଶ୍ରୀ ମନ୍ତ ମହାପାତ୍ର ଦାୟିତ୍ଵ ନିର୍ବାହ କରିଛନ୍ତି। ଏଥି ସହିତ ସମସ୍ତ ଅଧ୍ୟାପକ ଓ ଅଣକର୍ମଚାରୀ ସଠିକ୍ ରୂପେ ପରୀକ୍ଷା ପରିଚାଳନା କରିଛନ୍ତି।ଏଥିରେ ସର୍ବ ମୋଟ ୨୦୦ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଦିନ ୧୦:୦୦ ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୧:୦୦ ଘଟିକା ସମୟରେ ଶେଷ ହୋଇଛି ।ଏହି ପରୀକ୍ଷା ସୁବିଧାରେ +୨ ଉଚ୍ଚ ମଧ୍ୟ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ କରିବାପାଇଁ କଲେଜ ଅଦକ୍ଷ dr ପ୍ରଦୀପ କୁମାର ମିଶ୍ରର ଓ ତାଙ୍କର ସମସ୍ତ କର୍ମଚାରୀ ସହୋଯୋଗ କରିଥିବାରୁ କଲେଜ ର ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଛନ୍ତି।