ଆଇପିଏଲ ଓ ବିଶ୍ୱକପରୁ ବାଦ ପଡିବେ ରିଷଭ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତ କିଛି ଦିନ ତଳେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ମୁମ୍ବାଇ ଏୟାରଲିଫ୍ଟ ହସ୍ପିଟାଲ ଏବେ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଏବେ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି । ତେବେ ପନ୍ତ…
Read More...
Read More...