Browsing Tag

Worldcup

କହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ

ପୂର୍ବତନ କ୍ରିକେଟର ସଚିନଙ୍କ ଭବିଷ୍ୟବାଣୀ କହିଲେ ବିଶ୍ୱକପ୍ ନେଇ ପାରେ ଭାରତ ନାହିଁ ପାକିସ୍ତାନର ନାଁ ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ ସେମିରେ ଯିବେ ଏହି ୪ଦଳ ଅକ୍ଟୋବର ୫ରୁ ଆରମ୍ଭ ହୋଇଛି ବିଶ୍ୱକପ । ଟାଇଟଲ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଶ୍ୱର ୧୦ବଛା ବଛା ଟିମ ।…
Read More...

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ  ଖେଳାଯାଇଥିଲା ମ୍ୟାଚ ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନ ଟିମ ୫୦ ଓଭର ଖେଳି ୮ ୱିକେଟ ବିନିମୟରେ ୨୭୨ ସଂଗ୍ରହ କରି ଭାରତ ସାମ୍ନାରେ ୨୭୩ ରନର ଲକ୍ଷ ରଖିଛି । …
Read More...

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

ନୂଆଦିଲ୍ଲୀ: ବିଶ୍ୱକପ କ୍ରିିକେଟ୍ ଆଜି ଦିଲ୍ଲୀରେ ଭାରତ - ଆଫଗାନିସ୍ତାନର ମୁକାବିଲା ଚାଲିଛି । ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଙ୍ଗ କରୁଛି । ସୂଚନା ଅନୁଯାୟୀ ଆଫଗାନିସ୍ତାନର ଓପେନର୍ ଯୋଡ଼ି ଭାବେ ଖେଳୁଛନ୍ତି, ରହମନ୍ଉଲ୍ଲା…
Read More...

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆର ଶେଷ ପ୍ରସ୍ତୁତି

ବିଶ୍ୱକପକୁ ଆଉ ଦୁଇ ଦିନ ବାକି ଅଛି । କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତ ଖେଳିବ ଦ୍ୱିତୀୟ ଅଭ୍ୟାସ ମ୍ୟାଚ । ଥରୁଅନନ୍ତପୁରମରେ ନେଦରଲ୍ୟାଣ୍ଡକୁ ଭେଟିମ ଟିମ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ତେଣୁ ଆଜି ଭାରତୀୟ ଦଳ…
Read More...

ଶୁକ୍ରବାର ୩ଟି ଗେମ୍, ୬ଦଳ ମଧ୍ୟରେ ଳଢେଇ

ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ଆଉ ମାତ୍ର ଗୋଟିଏ ସପ୍ତାହ ଅପେକ୍ଷା । ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ବକପ ଖେଳାଯିବ । ହେଲେ ଏହା ପୂର୍ବରୁ ଶୁକ୍ରବାର ଠାରୁ ଓ୍ବାର୍ଲ୍ଡକପ୍ ଓ୍ବାର୍ମଅପ୍ ମ୍ୟାଚ୍ । ଆଜି ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ । ଦିନ ୨ଟାରୁ ୬ଟି ଟିମ୍ ମଧ୍ୟରେ ଲଢେଇ…
Read More...

ବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକ

ଭାରତ ଦିନିକିଆ ବିଶ୍ୱକପ ପାଇଁ ଟିମ ଘୋଷଣା ହେବା ପରେ ଏବେ ଅଷ୍ଟ୍ରେଲିଆ ମଧ୍ୟ ୧୫ ଜଣିଆ ଟିମ ଘୋଷଣା କରିଛି । ଏହି ୧୫ ଜଣିଆ ଟିମରେ ପ୍ୟାଟ୍ କମିନ୍ସଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ଅକ୍ଟୋବର ମାସ ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ ।ଚଳିତ ବିଶ୍ୱକପରେ ମୋଟ ୧୦ଟି ଦେଶ…
Read More...

ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ

ଅପେକ୍ଷାର ଅନ୍ତ ହେଲା । ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ।୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ ।ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କାଣ୍ଡିରେ ପ୍ରେସମିଟ୍ ଜରିଆରେ ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା…
Read More...

ବିଶ୍ୱକପ ଟ୍ରଫିକୁ ଅନାବରଣ କଲେ ଉର୍ବଶୀ ରୌତେଲା

କେତେବେଳେ କପଡାକୁ ନେଇ ତ ଆଉ କେବେ ଗହଣାକୁ ନେଇ ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ । ଏବେ ପୁଣି ଚର୍ଚ୍ଚରେ ଅଛନ୍ତି ବଲିଉଟ ଅଭିନେତ୍ରୀ ଉର୍ବଶୀ ରୌତେଲା । ନିକଟରେ ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ଫୋଟ ପେଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଇସିସି ବିଶ୍ୱକପ ଟ୍ରଫିକୁ ହାତରେ ଧରିଛନ୍ତି ।…
Read More...

ଅଗଷ୍ଟ ୨୫ରୁ ଆରମ୍ଭ ହେବ ଡଉ ୨୦୨୩ ଟିକେଟ ବିକ୍ରି

ମୁମ୍ବାଇ: ଦିନିକିଆ ବିଶ୍ୱକପକୁ ନେଇ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି ।ବିଶ୍ୱକପ ଆଗରୁ ହୋଟେଲ ଓ ଫ୍ଲାଇଟର ମୁଲ୍ୟ ବଡିଯାଇଥିଲା ।ତେବେ ନିକଟରେ ଆଇସିସି ଓ ବିସିସିଆଇ ବୁଧୁବାର ଘେସଣା କରିଛନ୍ତି ଅଗଷ୍ଟ ୨୫ରୁ ଟିକେଟ ବିକ୍ରି ଆରମ୍ଭ ହେବ ।ଦର୍ଶକଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ଟିକେଟ୍…
Read More...

ବିଶ୍ୱକପ ପାଇଁ ୫୦୦ ହେଟେଲ ଖୋଲିବ OYO

ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟେବର ୫ରୁ ଅହମଦାବାରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନୁଜିଲାଣ୍ଡ ମଧ୍ୟରେ ହେବ । ସେଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିପାଇଁ ଙଣଙ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି । ବିଶ୍ୱକପକୁ ଦୃଷ୍ଟିରେ…
Read More...