Browsing Tag

Worldcup

ବିଶ୍ୱକପ ଜିତିବା ପରେ ଡିଏସପି ହେଲେ ରିଚା ଘୋଷ, ରାଜ୍ୟ ସରକାର କଲେ ସମ୍ମାନିତ

ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟିମ୍ ଇଣ୍ଡିଆ ବିଶ୍ବ ଚାମ୍ପିଅନ ହେବା ପରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ତରଫରୁ ୪୦ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଛି । ସେହିପରି ଭାରତୀୟ ଟିମକୁ ୫୧ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛି ବିସିସିଆଇ । ଭାରତୀୟ…
Read More...

ବିଶ୍ୱକପରେ ଭିଭିଆଇପିଙ୍କ ଭିଡ : ଅବତରଣ କରିବ ୧୦୦ ଜେଟ୍

ପର୍ବପର୍ବାଣୀ ଏବଂ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଯୋଗୁଁ ଅହମ୍ମଦାବାଦରେ ଅଭୂତପୂର୍ବ ଭିଡ଼ ଯୋଗୁଁ ଅହମ୍ମଦାବାଦ ପାଇଁ ବିମାନ ଭଡ଼ା ଏବଂ ହୋଟେଲ ଭଡ଼ା ଆକାଶଛୁଆଁ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କ୍ରୀଡ଼ା ବିଶେଷଜ୍ଞ , ବ୍ୟବସାୟୀ, ବଲିଉଡ୍ ସେଲିବ୍ରିଟି ଏବଂ ମ୍ୟୁଜିସିଆନ୍ ସହରରେ…
Read More...

ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସି ରଙ୍ଗକୁ ଦେଖି ରାଗିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ବିଜେପି ସବୁଜିଛି ଗେରୁଆ ରଙ୍ଗ କରିଦେଉଛି । ଏପରିକି ଭାରତୀୟ କ୍ରିକେଟର ‘ପ୍ରାକ୍ଟିସ୍’ ଜର୍ସି ମଧ୍ୟ ଗେରୁଆ ରଙ୍ଗର । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଏହି ବୟାନ ପାଇ ଚର୍ଚ୍ଚାରେ ଆସିଛନ୍ତିି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଲକାତା…
Read More...

୨୦ ବର୍ଷ ତଳର ବଦଲା ନେବ ଭାରତ; ଅଷ୍ଟ୍ରେଲିଆକୁ ଦେବ ମୁହଁତୋଡ ଜବାବ

ନୂଆଦିଲ୍ଲୀ  : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଅଷ୍ଟମ ସଂସ୍କରଣ-୨୦୨୩ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ପୂର୍ବରୁ ଜୋହାନର୍ସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ୧୨୫ରନରେ ଭାରତକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବକପ ଜିତିଥିଲା।…
Read More...

ଦ୍ୱିତୀୟ ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୧୩ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା : କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଛି । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ…
Read More...

ରେକର୍ଡ ଭାଙ୍ଗିଲା Disney+Hotstar : ସେମି ଫାଇନାଲ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

ଭାରତ ନ୍ୟୁଜିଲାଣ୍ଡ ମ୍ୟାଚରେ ଅନେକ ରେକର୍ଡ ହୋଇଛି । କ୍ରିକେଟ ମଇଦାନ ଠାରୁ ଆରମ୍ଭ କରି ଡିଜିଟାଲ ୱାଲର୍ଡ ପଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅକେକ ରେକର୍ଡ ତିଆରି ହୋଇଛି । ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲରେ Disney+Hotstar ଭ୍ୟୁଅରସିପର ରେକର୍ଡ କରିଛି । ପ୍ରଥମେ ଭାରତ…
Read More...

ବିଶ୍ୱକପର ଦ୍ୱିତୀୟ ସେମିଫାଲନାଲ : ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ସେପଟେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ। ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର…
Read More...

କୋହଲିଙ୍କ ୫୦ ତମ ଶତକ , ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ବିରାଟଙ୍କ ବିରାଡ ରେକର୍ଡ । ନ୍ୟୁଜଲାଣ୍ଡ ବିରୋଡଧରେ ବିରାଟ ଶତକ ହାସଲ କରିଛନ୍ତି । ଏହା ସହ ବିରାଟ ଏକ ମାତ୍ର ଖେଳାଳି ଯିଏ ଦିନିକିଆ ମ୍ୟାଚରେ ୫୦ ତମ ଶତକ ହାସଲ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ,…
Read More...

ରିଟାୟର୍ଡ ହଟ୍ ହୋଇ ପ୍ୟାଭିଲିୟନ ଫେରିଲେ ଶୁଭମନ ଗିଲ୍

ମୁମ୍ବାଇ : ମ୍ୟାଚ ମଝିରେ ଭାରତକୁ ଝଟକା । କ୍ରିଜରେ ଜମି ଆସୁଥିବା ବେଳ ଭାରତକୁ ଝଟକା । ଶୁଭମନ ଗିଲ ୭୯ ରନ କରିଥିବା ବେଳେ ରିଟାୟର୍ଡ ହଟ୍ ହୋଇ କ୍ରିଜ ଛାଡିଛନ୍ତି ଶୁଭମନ । ଶତକରୁ ମାତ୍ର ୨୧ ରନ ବାକିଥିବା ବେଳେ ଜଂଘରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଭଳି ଅବସ୍ଥାରେ ଯନ୍ତ୍ରଣା ନ ବଢୁ ,…
Read More...

ଭାରତ-ନ୍ୟୁଜିଲାଣ୍ଡ ମେସିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଡେଭିଡ ବେକହମ

ଭାରତ -ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ସେମି ଫାଇନାଲର ମ୍ୟାଚ । ମ୍ୟାଚ ଦେଖିବାକୁ ଇଂଲଣ୍ଡର ପୂର୍ବତନ ଫୁଟବଲ ଡେଭିଡ ବେକହାମ ଆସିବେ । ବେକହମ ୱାଙ୍ଗଡେରେ ସଚିନଙ୍କ ସହବସି ମ୍ୟାଚ ଦେଖିବା ସୂଚନା ରହିଛି । ମାଞ୍ଚେଷ୍ଟର ୟୁନାଇଟେଡ…
Read More...